Yuva Chhatra Kranti Sena,Odisha

Yuva Chhatra Kranti Sena,Odisha Contact information, map and directions, contact form, opening hours, services, ratings, photos, videos and announcements from Yuva Chhatra Kranti Sena,Odisha, Political organisation, Bhubaneswar.

ଆଦର୍ଶ ସାଥୀ ମାନେ, ପୁଲିସ ବ୍ୟବସ୍ଥା ଯୋଗୁ ଯୁବ ଛାତ୍ର ଆକ୍ରୋଶ ସମାବେଶ ୧୮ ତାରିଖରେ ହେବ ସ୍ଥିିର କରାଗଲା ।ଆସନ୍ତା କାଲି ୯ ଅଗଷ୍ଟ ରେ ଦିନ କ୍...
08/08/2026

ଆଦର୍ଶ ସାଥୀ ମାନେ,

ପୁଲିସ ବ୍ୟବସ୍ଥା ଯୋଗୁ ଯୁବ ଛାତ୍ର ଆକ୍ରୋଶ ସମାବେଶ ୧୮ ତାରିଖରେ ହେବ ସ୍ଥିିର କରାଗଲା ।

ଆସନ୍ତା କାଲି ୯ ଅଗଷ୍ଟ ରେ ଦିନ କ୍ରାନ୍ତି ସେନା, ଓଡ଼ିଶା ପକ୍ଷରୁ କ୍ରାନ୍ତି ଦିବସ ଏବଂ ବିିଶ୍ବ ଆଦିିବାସୀ ଦିିବସ ପାଳନ କରାଯିିବ।​

୧୯୪୨ ଭାରତ ଛାଡ଼ ଆନ୍ଦୋଳନର ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଦିବାସୀ କ୍ରାନ୍ତିକାରୀ ମାନଙ୍କ ରାଷ୍ଟ୍ରୀୟ ସ୍ଵତନ୍ତ୍ରତା ଆନ୍ଦୋଳନର ସ୍ମରଣୀୟ ଦିବସ ।

ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ପଣ କରିଥିବା ଏବଂ ପ୍ରାଣବଳୀ ଦେଇଥିବା କ୍ରାନ୍ତିକାରୀମାନଙ୍କୁ ସ୍ମରଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯିିବା ସହ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯିିବ l

📅 09 ଅଗଷ୍ଟ 2026 | ରବିବାର
⏰ ସକାଳ 10 ଟା
📍 ମାଷ୍ଟର କ୍ୟାଣ୍ଟିନ ଛକ, ଭୁବନେଶ୍ୱର

21/07/2026

NEET-UG ପରୀକ୍ଷାର ବ୍ୟାପକ ଦୁର୍ନୀତି ଏବଂ ନ୍ୟାୟ ମାଗୁଥିବା Gen Z ଛାତ୍ରମାନଙ୍କ ଉପରେ ହେଉଥିବା ଦମନ ବିରୋଧରେ ଆଜିି ଛାତ୍ର କ୍ରାନ୍ତିି ସେନା ପକ୍ଷରୁ ଛାତ୍ର ରାଜ୍ୟ ଆବାହକ ଆଦର୍ଶ ସେନଙ୍କ ସାମ୍ବାଦିକ ସମ୍ମିଳନୀ ।
1. ଲକ୍ଷ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ସହ ଖେଳ ବନ୍ଦ କର!
2. ଦୁର୍ନୀତିର ନିରପେକ୍ଷ ତଦନ୍ତ ହେଉ!
3. ଛାତ୍ର ଆନ୍ଦୋଳନ ଉପରେ ଦମନ ବନ୍ଦ କର!
4. କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅ !

ଧନ୍ୟବାଦ,
ଛାତ୍ର କ୍ରାନ୍ତି ସେନା, ଓଡ଼ିଶା

୨ ବର୍ଷର ବିଜେପି ସରକାରର ବାସ୍ତବତା lସରକାରଙ୍କ ସବୁଠୁ ବଡ଼ ସଫଳତା ପ୍ରଚାର , ଆଉ ସବୁଠୁ ବଡ଼ ବିଫଳତା କାର୍ଯ୍ୟାନ୍ୱୟନ।ଦିିଗହୀନ ଦିିଶାହୀନ ସରକ...
22/06/2026

୨ ବର୍ଷର ବିଜେପି ସରକାରର ବାସ୍ତବତା l

ସରକାରଙ୍କ ସବୁଠୁ ବଡ଼ ସଫଳତା ପ୍ରଚାର , ଆଉ ସବୁଠୁ ବଡ଼ ବିଫଳତା କାର୍ଯ୍ୟାନ୍ୱୟନ।

ଦିିଗହୀନ ଦିିଶାହୀନ ସରକାର , ଦୂରଦୃଷ୍ଟୀ ବିିହୀନ ସରକାର ।
ଓଡିଶାର ସ୍ବପ୍ନ ଏବଂ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛିି।

କ୍ରାନ୍ତି ସେନା କେବଳ ଏକ ସଂଗଠନ ନୁହେଁ, ଏହା ଓଡ଼ିଶାର ଯୁବ ଓ ଛାତ୍ର ସମାଜର ସ୍ୱର, ସ୍ୱାଭିମାନ ଓ ଜନଆକାକ୍ଷାଂର ଏକ ସଶକ୍ତ ମଞ୍ଚ।କ୍ରାନ୍ତି ସେ...
22/06/2026

କ୍ରାନ୍ତି ସେନା କେବଳ ଏକ ସଂଗଠନ ନୁହେଁ, ଏହା ଓଡ଼ିଶାର ଯୁବ ଓ ଛାତ୍ର ସମାଜର ସ୍ୱର, ସ୍ୱାଭିମାନ ଓ ଜନଆକାକ୍ଷାଂର ଏକ ସଶକ୍ତ ମଞ୍ଚ।

କ୍ରାନ୍ତି ସେନା ବିଦ୍ରୋହ ଓ ବିପ୍ଲବର ଚେତନାରୁ ସୃଷ୍ଟି—ଏକ ନୂତନ ସାମାଜିକ ଓ ରାଜନୈତିକ ପରିବର୍ତ୍ତନର ସଂକଳ୍ପ, ଯାହା ଯୁବଶକ୍ତିକୁ ସଂଗଠିତ କରି ନୂଆ ଦିଗ ଦେବାର ଅଭିଯାନ।

ଓଡିିଶାର ଯୁବ , ଛାତ୍ରଙ୍କ ସ୍ବର ହେବା ସହ ସେମାନଙ୍କ ସମ୍ନାନ, ସ୍ବାଭିିମାନ ଓ ଅଧିିକାର ପାଇଁ ସଂକଳ୍ପବଦ୍ଧ।

"ବିଦ୍ରୋହରୁ ପରିବର୍ତ୍ତନ, ସଙ୍କଳ୍ପରୁ ସମୃଦ୍ଧି।"

ଯିିଏ ଏ ଅକ୍ଷମଣୀୟ ଭୁଲ କରିିଛିି ସେ ଓଡିିଆ ଭାଷା ବିିରୋଧୀ    ଓଡିଆ ଭାଷା ବିରୋଧି କାର୍ଯ୍ୟକୁ କଦାପିି ଗ୍ରହଣ କରିିହେବନିି।
22/06/2026

ଯିିଏ ଏ ଅକ୍ଷମଣୀୟ ଭୁଲ କରିିଛିି ସେ ଓଡିିଆ ଭାଷା ବିିରୋଧୀ ଓଡିଆ ଭାଷା ବିରୋଧି କାର୍ଯ୍ୟକୁ କଦାପିି ଗ୍ରହଣ କରିିହେବନିି।

ଓଡିିଶା ସରକାର ଏବଂ ଆମ ଶିିକ୍ଷା ବ୍ୟବସ୍ଥା AI ଭରଷାରେ ।
22/06/2026

ଓଡିିଶା ସରକାର ଏବଂ ଆମ ଶିିକ୍ଷା ବ୍ୟବସ୍ଥା AI ଭରଷାରେ ।

ଗୋଟିଏ ଦିନରେ ଦୁଇଟି ପରୀକ୍ଷା ରଖିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ଏହା ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଓ ଦାୟିତ୍ୱହୀନତାର ପରିଚୟ lଓଡ଼ିଶାର ଶ...
22/06/2026

ଗୋଟିଏ ଦିନରେ ଦୁଇଟି ପରୀକ୍ଷା ରଖିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ଏହା ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଓ ଦାୟିତ୍ୱହୀନତାର ପରିଚୟ l

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏମିତି ତ୍ରୁଟି ବାରମ୍ବାର ହେବା ଦୁଃଖଦ ଓ ଲଜ୍ଜାଜନକ ତୁରନ୍ତ ପରୀକ୍ଷା ତାରିଖ ଘୋଷଣା କରାଯାଉ ।

Address

Bhubaneswar

Website

Alerts

Be the first to know and let us send you an email when Yuva Chhatra Kranti Sena,Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share