Biju Janta Dal, Badamba

Biju Janta Dal, Badamba Biju Janta Dal, Senior Vice-president Odisha

ହାଡୁଆ ପ୍ରକଳ୍ପ ର ମିଛ ଧରା ପଡିବା ଭୟ ରେ FAKE EDIT କରି ଦେବୀ ମିଶ୍ର ଙ୍କ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବିଧାୟକ  IT CELL
12/04/2026

ହାଡୁଆ ପ୍ରକଳ୍ପ ର ମିଛ ଧରା ପଡିବା ଭୟ ରେ FAKE EDIT କରି ଦେବୀ ମିଶ୍ର ଙ୍କ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବିଧାୟକ IT CELL

   ପାଞ୍ଚ ପତିରେ ସତୀ ମୁଁ କଳିକାଳର  #ଦ୍ରଉପଦୀ 🙈🙉🙊
09/10/2025


ପାଞ୍ଚ ପତିରେ ସତୀ ମୁଁ କଳିକାଳର #ଦ୍ରଉପଦୀ 🙈🙉🙊

Glad to know that Similipal’s rare Black Tiger is being featured on the cover of National Geographic in the October 2025...
19/09/2025

Glad to know that Similipal’s rare Black Tiger is being featured on the cover of National Geographic in the October 2025 edition. Indeed a proud moment for . Thank Indian photographer Prasenjeet Yadav for capturing this breathtaking image of the melanistic tigers, found exclusively in Similipal.

In Jan 2024, our government announced the world’s first Melanistic Tiger Safari near Baripada-- to offer tourists and visitors a glimpse of the rare and majestic species.

 #ବିକାଶ_ର_ଅନ୍ୟ_ନାମ_ଦେବୀ_ପ୍ରସାଦ_ମିଶ୍ର ଡ଼ିମିରିଆ ରୁ ରାଉତପଡା ବ୍ୟାରେଜ ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର, ନବୀନ ପଟ୍ଟନାୟକ ଙ୍କ ସରକ...
17/09/2025

#ବିକାଶ_ର_ଅନ୍ୟ_ନାମ_ଦେବୀ_ପ୍ରସାଦ_ମିଶ୍ର

ଡ଼ିମିରିଆ ରୁ ରାଉତପଡା ବ୍ୟାରେଜ ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର, ନବୀନ ପଟ୍ଟନାୟକ ଙ୍କ ସରକାର ରେ ଅନୁମୋଦନ ଓ ଲୋକାର୍ପଣ ହୋଇଥିଲା 🙏

ମହିଳାଙ୍କ ପାଇଁ ଅଭିଶାପ BJP Odisha
16/09/2025

ମହିଳାଙ୍କ ପାଇଁ ଅଭିଶାପ BJP Odisha

ସାର ନ ମିଳୁ ପିସି ମିଳିବା ଦରକାର ବିଧାୟକ ମୁନା ଉତ୍ତର ଦେବେକି ଚାଷୀ ଙ୍କ ପାଇଁ ଆଜି ଯାଏଁ କଣ କରିଛ?
16/09/2025

ସାର ନ ମିଳୁ ପିସି ମିଳିବା ଦରକାର

ବିଧାୟକ ମୁନା ଉତ୍ତର ଦେବେକି ଚାଷୀ ଙ୍କ ପାଇଁ ଆଜି ଯାଏଁ କଣ କରିଛ?

15/09/2025

ଓଡିଶା ର ଚାଷୀ ସ୍ୱାର୍ଥ ପାଇଁ ଲଢେଇ ହବ, ୨୦୦ଟଙ୍କା ର ସାର କୁ 700ଟଙ୍କା ରେ ବିକିବା ଚାଷୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧ ରେ ଏ ଲଢେଇ |

ବଡମ୍ବା ନରସିଂହପୁର ର ଜନନାୟକ ତଥା ଓଡିଶା ରାଜନୀତି ର ବରିଷ୍ଠ ନେତା, ନବୀନ ପଟ୍ଟନାୟକ ଙ୍କ ପ୍ରିୟତମ ସଂଘଠକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର 🙏...
14/09/2025

ବଡମ୍ବା ନରସିଂହପୁର ର ଜନନାୟକ ତଥା ଓଡିଶା ରାଜନୀତି ର ବରିଷ୍ଠ ନେତା, ନବୀନ ପଟ୍ଟନାୟକ ଙ୍କ ପ୍ରିୟତମ ସଂଘଠକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର 🙏❤️

13/09/2025

ବିଜେଡି ବରିଷ୍ଠ ନେତା ହେଲେ ମଧ୍ୟ ଦଳ ର ନିୟମ ନ ମାନିଲେ କଲେ ସହ୍ୟ କରାଯିବ ନାହିଁ

12/09/2025

ଦଳ ଆମ ପାଇଁ ବଡ଼, ବ୍ୟକ୍ତି ନୁହେଁ: ଦେବୀ ମିଶ୍ର

Address

ବଡ଼ମ୍ବା ନରସିଂହପୁର କଟକ
Bhubaneswar
754032

Website

Alerts

Be the first to know and let us send you an email when Biju Janta Dal, Badamba posts news and promotions. Your email address will not be used for any other purpose, and you can unsubscribe at any time.

Share