BJD It Cell Angul

Call Contact the organization

BJD It Cell Angul Contact information, map and directions, contact form, opening hours, services, ratings, photos, videos and announcements from BJD It Cell Angul, Plot No: 6R-3, Near Capital Hospital, Bhubaneswar.

ଓଡ଼ିଶାର ଖଣିଚୋର....
05/10/2026

ଓଡ଼ିଶାର ଖଣିଚୋର....

03/10/2026

ଦୁର୍ନୀତି କରି, ଭୋଟରଙ୍କ ଅଧିକାର ଛଡାଇନେଉଛି ବିଜେପି।

28/09/2026

ମାଟି ମା'ର ଅଧିକାର ପାଇଁ ଆଜି ଓଡ଼ିଶା ଏକାଠି। ସଂଶୋଧିତ MMDR ଆଇନର ପ୍ରତ୍ୟାହାର ଦାବିରେ ରାଜରାସ୍ତାରେ ଶୁଭୁଛି ଦୃଢ଼ ପ୍ରତିବାଦର ସ୍ୱର।

MMDR ପ୍ରସଙ୍ଗରେ ଜବାବ ଦେବାକୁ କାହିଁକି ଚୁପ ବିଜେପି??
28/09/2026

MMDR ପ୍ରସଙ୍ଗରେ ଜବାବ ଦେବାକୁ କାହିଁକି ଚୁପ ବିଜେପି??

28/09/2026

ଓଡ଼ିଶାର ଅଧିକାର ଓ ମାଟି ମା'ର ହକ୍ ପାଇଁ ବିଜେଡି ଦୀର୍ଘବର୍ଷ ଧରି ଲଢ଼େଇ କରିଆସିଛି।


ଦିଲ୍ଲୀ ଇସାରାରେ ନାଚୁଛି ଓଡିଶା ବିଜେପି।
28/09/2026

ଦିଲ୍ଲୀ ଇସାରାରେ ନାଚୁଛି ଓଡିଶା ବିଜେପି।

ଖଣି ଓଡ଼ିଶାର, ଅଧିକାର ଓଡ଼ିଶାର। ଓଡ଼ିଶାର ସ୍ୱାର୍ଥ ବିରୋଧୀ ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ଶକ୍ତିଶାଳୀ ପ୍ରତିବାଦ।
28/09/2026

ଖଣି ଓଡ଼ିଶାର, ଅଧିକାର ଓଡ଼ିଶାର। ଓଡ଼ିଶାର ସ୍ୱାର୍ଥ ବିରୋଧୀ ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ଶକ୍ତିଶାଳୀ ପ୍ରତିବାଦ।

ଆମ ଖଣି, ଆମ ଅଧିକାର। ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଆମର ସ୍ପଷ୍ଟ ଦାବି।
28/09/2026

ଆମ ଖଣି, ଆମ ଅଧିକାର। ସଂଶୋଧିତ MMDR ଆଇନ ପ୍ରତ୍ୟାହାର ଆମର ସ୍ପଷ୍ଟ ଦାବି।

27/09/2026

ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର ପାଇଁ ସେପ୍ଟେମ୍ବର ୨୮ରେ ବିଧାନସଭା ସମ୍ମୁଖରେ ଶକ୍ତିଶାଳୀ ସ୍ୱର ଉଠାଇବ ବିଜେଡି।

26/09/2026

କେନ୍ଦ୍ରମନ୍ତ୍ରୀ ହିସାବରେ ତ ଦେଶରେ ନାକ କାଟିଥିଲେ, ଏବେ ସାଂସଦ ହୋଇ ମଧ୍ୟ ନିଜ ସଂସଦୀୟ କ୍ଷେତ୍ରର ସ୍କୁଲକୁ ଠିକ କରିପାରୁନାହାନ୍ତି। ଧର୍ମେନ୍ଦ୍ର ବାବୁ ତମଦେଇ କିଛି ହେଇପାରିବନି...ଇସ୍ତଫା ଦେଇଦିଅ।



Address

Plot No: 6R-3, Near Capital Hospital
Bhubaneswar
751020

Telephone

+918260785605

Website

Alerts

Be the first to know and let us send you an email when BJD It Cell Angul posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD It Cell Angul:

Shortcuts

Share