BJD IT Cell

Call Contact the organization

BJD IT Cell The official page of Biju Janata Dal, Odisha. Responsible for all digital presence of the Party.

02/10/2026
02/10/2026
02/10/2026
02/10/2026

ଦୁଇ ବର୍ଷରେ ବିଜେପି ସରକାରର ପ୍ରତ୍ୟେକ ପଦକ୍ଷେପକୁ ନେଇ ଉଠୁଛି ପ୍ରଶ୍ନ। ଶାସନରେ ସ୍ଥିରତା ବଦଳରେ ଦେଖାଦେଉଛି ବିଭ୍ରାଟ, ଆଉ ବିକାଶ ବଦଳରେ ଚର୍ଚ୍ଚାରେ କୁଶାସନ।

02/10/2026

ଲୋକଙ୍କ ଭଲପାଇବା ଓ ସେବାକୁ ପୁଞ୍ଜି କରି ଘରେ ଘରେ ପହଞ୍ଚିବ ବିଜୁ ଜନତା ଦଳ। ଭୁବନେଶ୍ୱରରେ ଶୁଭାରମ୍ଭ ହେଉଥିବା 'ଜନସମ୍ପର୍କ ପଦଯାତ୍ରା'ରେ ସାମିଲ ହେବା ନେଇ ମୁଁ ବେଶ ଉତ୍ସାହିତ।

ଭାରତ ରତ୍ନ ଲାଲ ବାହାଦୁର ଶାସ୍ତ୍ରୀ। ‘ଜୟ ଜବାନ–ଜୟ କିଶାନ’ର ମହାନ ସୂତ୍ରଧରଙ୍କ ପବିତ୍ର ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
02/10/2026

ଭାରତ ରତ୍ନ ଲାଲ ବାହାଦୁର ଶାସ୍ତ୍ରୀ। ‘ଜୟ ଜବାନ–ଜୟ କିଶାନ’ର ମହାନ ସୂତ୍ରଧରଙ୍କ ପବିତ୍ର ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଜାତିର ଜନକ ମହାତ୍ମା ଗାନ୍ଧୀ। ସତ୍ୟ ଓ ଅହିଂସାର ମହାନ ପୂଜାରୀଙ୍କ ପବିତ୍ର ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
02/10/2026

ଜାତିର ଜନକ ମହାତ୍ମା ଗାନ୍ଧୀ। ସତ୍ୟ ଓ ଅହିଂସାର ମହାନ ପୂଜାରୀଙ୍କ ପବିତ୍ର ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

28/09/2026

ଓଡ଼ିଶାର ଅଧିକାର ପାଇଁ ରାଜରାସ୍ତାରେ ବିଜେଡିର ଲଢ଼େଇ। ମାଟି, ମା' ଓ ଖଣିଜ ସମ୍ପଦର ଅଧିକାର ସୁରକ୍ଷା ପାଇଁ ଏକାଠି ହୋଇଛି ଓଡ଼ିଶା। ସଂଶୋଧିତ MMDR ଆଇନ ପ୍ରତ୍ୟାହାର ନହେବା ଯାଏଁ ସ୍ୱର ଉଠିବ।

କାହା ସ୍ୱାର୍ଥରେ ସଂଶୋଧିତ MMDR ଆଇନକୁ ସମର୍ଥନ ଦେଲା ଓଡିଶା ବିଜେପି।
28/09/2026

କାହା ସ୍ୱାର୍ଥରେ ସଂଶୋଧିତ MMDR ଆଇନକୁ ସମର୍ଥନ ଦେଲା ଓଡିଶା ବିଜେପି।

ଓଡ଼ିଶାର ହକ୍ ଓ ସ୍ୱାର୍ଥର ଲଢ଼େଇରେ ରାଜରାସ୍ତାରେ ଜନତାଙ୍କ ସହ ଜନନେତା। ନ୍ୟାୟର ଏହି ସ୍ୱର MMDR ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଥମିବ ନାହିଁ...
28/09/2026

ଓଡ଼ିଶାର ହକ୍ ଓ ସ୍ୱାର୍ଥର ଲଢ଼େଇରେ ରାଜରାସ୍ତାରେ ଜନତାଙ୍କ ସହ ଜନନେତା। ନ୍ୟାୟର ଏହି ସ୍ୱର MMDR ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଥମିବ ନାହିଁ।

Address

Plot No: 6R-3, Near Capital Hospital
Bhubaneswar
751020

Telephone

+916371704545

Website

Alerts

Be the first to know and let us send you an email when BJD IT Cell posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD IT Cell:

Shortcuts

Share