05/04/2025
ପ୍ରଭୁ ଲିଙ୍ଗରାଜଙ୍କ ଦୟା ରୁ ଆଜି ଆମ ବକ୍ସି ଜଗବନ୍ଧୁ ମେମୋରିଆଲ ଟ୍ରଷ୍ଟ (BUXI JAGABANDHU MEMORIAL TRUST) ତରଫରୁ ସବୁ ବର୍ଷ ପରି ଆଜି ରଥ ନିର୍ମାଣକାରି ସମସ୍ତ ମହାରଣା ମହୋଦୟଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା କରା ଗଲା.....
ଜୟ ପ୍ରଭୁ ଲିଙ୍ଗରାଜ 👏