07/09/2024
ବକ୍ରତୁଣ୍ଡିଂ ମହାକାୟ
ସୂର୍ୟ କୋଟି ସମପ୍ରଭା ନିର୍ବିଘ୍ନମ୍ କୁରମେ ଦେବ ସର୍ବ କାର୍ଯ୍ୟଷୁ ସର୍ବଦା ।
ଅଗ୍ରପୂଜ୍ୟ,ବିଘ୍ନହର୍ତା,ମଙ୍ଗଳ ମୂର୍ତ୍ତି,ଏକଦନ୍ତି, ଗଜାନନ ସମଗ୍ର ଜଗତର ମଙ୍ଗଳ କରନ୍ତୁ ଆଜିର ଦିନରେ କାମନା।ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଶୁଭେଛା ଓ ଶୁଭକାମନା।
ganeshchaturthi❤️🙏