ଭଦ୍ରକ ବିଜେଡ଼ି ଫ୍ୟାନ୍ସ କ୍ଲବ୍

  • Home
  • India
  • Bhadrak
  • ଭଦ୍ରକ ବିଜେଡ଼ି ଫ୍ୟାନ୍ସ କ୍ଲବ୍

ଭଦ୍ରକ ବିଜେଡ଼ି ଫ୍ୟାନ୍ସ କ୍ଲବ୍ “ବିଜୁ ବିଚାର – ଜନତାର ଆବାଜ”

03/11/2025

ଜୁହାର ନୂଆପଡ଼ା 🙏

କୋମନାରେ ଆପଣମାନଙ୍କୁ ସମସ୍ତଙ୍କୁ ଭେଟିବା ନେଇ ବହୁତ ଉତ୍ସାହିତ।

03/11/2025
03/11/2025

ନୂଆପଡ଼ା ମାଟି କରେ ସ୍ୱାଗତ,
ଜନନାୟକ ନବୀନ ପଟ୍ଟନାୟକ ସ୍ୱାଗତମ୍

 #ପୃଥିବୀର_ସର୍ବ_ବୃହତ_ପାର୍ଟି_ବିଜେପି_ପାଖରେ_ନାହାନ୍ତି_ପ୍ରାର୍ଥୀ।   ବିଜେଡ଼ି ଦଳରୁ ପ୍ରାର୍ଥୀ ନେଇ ବିଜେପି କରୁଛି ରାଜ୍.....ତଥାକଥିତ ପୃଥ...
11/10/2025

#ପୃଥିବୀର_ସର୍ବ_ବୃହତ_ପାର୍ଟି_ବିଜେପି_ପାଖରେ_ନାହାନ୍ତି_ପ୍ରାର୍ଥୀ।
ବିଜେଡ଼ି ଦଳରୁ ପ୍ରାର୍ଥୀ ନେଇ ବିଜେପି କରୁଛି ରାଜ୍.....
ତଥାକଥିତ ପୃଥିବୀ ର ସବୁଠୁ ବଡ଼ ରାଜନୈତିକ ଦଳକୁ ନୂଆପଡ଼ା ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ମିଳିଲା ନାହିଁ 😂

ଛାଡ଼ହୋ - ବିଜେପି କୁ ବିଜେଡ଼ି ପାଖରୁ ପ୍ରାର୍ଥି ଚୋରି କରିବାକୁ ପଡ଼ିଲା ? 🤔

ଚୋରି, ମିଛ ଓ ଦଙ୍ଗା BJP DNA 🧬 ରେ ଅଛି ...।

ପ୍ରାର୍ଥୀ ଚୋରି ହେଉ କିମ୍ବା ଭୋଟ ଚୋରି 🤣...

11/10/2025

Address

Distirict Office, BJD
Bhadrak
756100

Website

Alerts

Be the first to know and let us send you an email when ଭଦ୍ରକ ବିଜେଡ଼ି ଫ୍ୟାନ୍ସ କ୍ଲବ୍ posts news and promotions. Your email address will not be used for any other purpose, and you can unsubscribe at any time.

Share