District Administration,Bhadrak

District Administration,Bhadrak Mirror of Day to Day activities of Bhadrak District.
(2)

03/06/2026
DCC Meeting for the Quarter ended March-26 and DLRC for Quarter-ended Dec-25 & March-26 held today in Sadbhavna Sabha Gr...
03/06/2026

DCC Meeting for the Quarter ended March-26 and DLRC for Quarter-ended Dec-25 & March-26 held today in Sadbhavna Sabha Gruha,Collectorate Bhadrak in the presence of Honb'le MP,Bhadrak, Collector and DM Bhadrak,Honb'le President, ZP Bhadrak,Representative of MLA, Bhandaripokhari.CDO-cum-EO Bhadrak ,RBI LDO, DDM Nabard, LDM ,Director RSETI,All District Coordinators of Banks,Heads of line department & CFL attended the meeting.Discussion made on achievement of ACP FY 25-26 & plan of achievement of ACP 26-27.Different Govt. Sponsored Scheme pending status,CD Ratio,Deposits & Advance of the Banks, Social Security Schemes were also discussed.

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ମତଦାତାମାନଙ୍କୁ "ପରିଗଣନା ଫର୍ମ"ସଫଳତାର...
03/06/2026

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ମତଦାତାମାନଙ୍କୁ "ପରିଗଣନା ଫର୍ମ"ସଫଳତାର ସହ ବିତରଣ କରାଯାଉଛି।ଏହି ପ୍ରକ୍ରିୟାକୁ ସଠିକ୍ ଓ ନିର୍ଭୁଲ ଭାବରେ ଶେଷକରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଉଛି।

ଭଦ୍ରକ ଜିଲ୍ଲା ରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପ୍ରସାର ଓ ସଚେତନତା ସୃଷ୍ଟି କ...
02/06/2026

ଭଦ୍ରକ ଜିଲ୍ଲା ରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପ୍ରସାର ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସଚେତନତା ଶୋଭାଯାତ୍ରା ଓ ସଚେତନତା ରଥକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଭଦ୍ରକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ )ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ),ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳ,ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଅତିରିକ୍ତ ଉପ ଜିଲ୍ଲାପାଳ,ସଦର ତହସିଲଦାର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାର ଲୋକାଭିମୁଖୀ ଓ ସଫଳ ରୂପାୟନ ନିମନ୍ତେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତାମାନଙ୍କୁ...
01/06/2026

ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାର ଲୋକାଭିମୁଖୀ ଓ ସଫଳ ରୂପାୟନ ନିମନ୍ତେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତାମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ରେ ଏକ ସଚେତନତା ରଥ।

ଆଜି ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ,ଭଦ୍ରକ,ଜିଲ୍...
01/06/2026

ଆଜି ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ,ଭଦ୍ରକ,ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସଡ଼କ ସୁରକ୍ଷା ସମିତି ବରେଣ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ଥୁଲେ।

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା କୁ ସଠିକ୍ ଓ ନିର୍ଭୁଲ ଭାବରେ ସମାହିତ କରିବା,ପରିଗଣନା ଫର୍ମ (EF) ବଣ୍ଟନ ଓ ନିର୍ଭୁ...
01/06/2026

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା କୁ ସଠିକ୍ ଓ ନିର୍ଭୁଲ ଭାବରେ ସମାହିତ କରିବା,ପରିଗଣନା ଫର୍ମ (EF) ବଣ୍ଟନ ଓ ନିର୍ଭୁଲ ପୂରଣ ଏବଂ ସୁଇପ ଆଦି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ERO ଏବଂ AEROଙ୍କ ସମୀକ୍ଷା ବୈଠକ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିରିକ୍ତ ଉପ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ସମସ୍ତ ତହସିଲଦାର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓସୱାନ ଭିସି ଜରିଆରେ ଉପସ୍ଥିତ ଥିଲେ।

ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଜନ ଶୁଣାଣି ଶିବିର ଭଦ୍ରକ ପଞ୍ଚାୟତ ସମିତିର ଆମ୍ବରୋଳି ଗ୍ରାମ ପଞ୍ଚାୟତ କାର୍ଯ୍ୟା...
01/06/2026

ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଜନ ଶୁଣାଣି ଶିବିର ଭଦ୍ରକ ପଞ୍ଚାୟତ ସମିତିର ଆମ୍ବରୋଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ।

30/05/2026

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ-ତଥା-ଜିଲ୍ଲାପାଳ,ଭଦ୍ରକଙ୍କ ଜିଲ୍ଲାର ସମସ୍ତ ମତଦାତାଙ୍କ ଉଦ୍ଦେଶ୍ୟରେ ଭିଡିଓ ବାର୍ତ୍ତା।

Address

Bhadrak
756100

Alerts

Be the first to know and let us send you an email when District Administration,Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Administration,Bhadrak:

Share