Suryabanshi Suraj

Website Contact the organization

Suryabanshi Suraj "तेरा वैभव अमर रहे माँ, हम दिन चार रहें ना रहें"
Sevak, Dhamanagar | Minister of State, Govt.

of Odisha | Higher Education Dept. | Sports & Youth Services | Odia language, literature & Culture. Suryabanshi Suraj, Son of Late Bishnu Charan Sethi
State Coordinator of Youth BJP

Managing Editor of "Ghasaphula" (Renowned Socio-cultural and History based quarterly Odia magazine)
Founder member of "Sambhab" ( Socio-Cultural Organisation )
Founder of "Bande Bhadrak" ( Social service Organisation for Bhadrak District)

16/10/2026

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ।

ଆପଣଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।

12/10/2026

I express my heartfelt gratitude to Hon’ble Governor of Odisha, Dr. Hari Babu Kambhampati Ji, for his valuable contributions to the state.

His tenure has been marked by a sincere commitment to upholding constitutional principles and serving the people of Odisha with dedication.

I extend my warm wishes to Dr. Hari Babu Kambhampati Ji for good health, happiness and success in all his future endeavours. May the blessings of Mahaprabhu Shri Jagannath Ji always be with him.

ଶ୍ରୀକ୍ଷେତ୍ର ପୁରୀର ପୌରସଦନଠାରେ ସମ୍ବଲପୁର ସାଂସଦ ଶ୍ରୀ Dharmendra Pradhan ଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗ ପକ୍ଷରୁ ଆୟୋ...
12/10/2026

ଶ୍ରୀକ୍ଷେତ୍ର ପୁରୀର ପୌରସଦନଠାରେ ସମ୍ବଲପୁର ସାଂସଦ ଶ୍ରୀ Dharmendra Pradhan ଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପ୍ରତିହାରୀ ନିଯୋଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସମର୍ପଣ: ସେବା ଓ ସେବକ ସମ୍ମାନ-୨୦୨୬’ ରେ ଯୋଗଦେବାର ସୌଭାଗ୍ୟ ମିଳିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଷ୍ଠାପର ସେବାରେ ନିଜକୁ ନିୟୋଜିତ କରିଥିବା ଆମର ସେବାୟତ ଭାଇମାନଙ୍କ ସମର୍ପଣ ଭାବ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରତିଭାମାନଙ୍କୁ ଏହି ମଞ୍ଚରେ ସମ୍ମାନିତ କରାଯାଇଛି, ଯାହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ।
ରାଜ୍ଯ ଆଇନ ମନ୍ତ୍ରୀ ଶ୍ରୀ Prithiviraj Harichandan ଏବଂ ପୁରୀ ସାଂସଦ Dr. Sambit Patra ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଏହି ଉତ୍ସବକୁ ଅଧିକ ଗରିମାମୟ କରିଥିଲା।
​ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ।

ସିଦ୍ଧାନ୍ତ ଓ ବିଚାରଧାରା ପାଇଁ ସମର୍ପିତ, ଭାରତୀୟ ଜନତା ପାର୍ଟିର ମା' ସ୍ଵରୂପା, ମହାନ ଜନନେତ୍ରୀ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ...
12/10/2026

ସିଦ୍ଧାନ୍ତ ଓ ବିଚାରଧାରା ପାଇଁ ସମର୍ପିତ, ଭାରତୀୟ ଜନତା ପାର୍ଟିର ମା' ସ୍ଵରୂପା, ମହାନ ଜନନେତ୍ରୀ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର ଅମର ପ୍ରତିଭା, ସ୍ୱରର ଯାଦୁକର ତଥା କିମ୍ବଦନ୍ତୀ ଗାୟକ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ...
12/10/2026

ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର ଅମର ପ୍ରତିଭା, ସ୍ୱରର ଯାଦୁକର ତଥା କିମ୍ବଦନ୍ତୀ ଗାୟକ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
​ତାଙ୍କର ମଧୁର କଣ୍ଠସ୍ୱର ଏବଂ ସଙ୍ଗୀତ ସୃଷ୍ଟି ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ ହୋଇ ସର୍ବଦା ଅମର ରହିବ।

ଶକ୍ତି ଓ ଉପାସନାର ମହାନ ପର୍ବ ନବରାତ୍ରି ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା!  ​ଜଗତଜନନୀ ମାଆ ଦୁର୍ଗାଙ୍କର କୃପା ସମସ୍ତଙ୍କ ଜୀବନରେ ...
11/10/2026

ଶକ୍ତି ଓ ଉପାସନାର ମହାନ ପର୍ବ ନବରାତ୍ରି ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା!
​ଜଗତଜନନୀ ମାଆ ଦୁର୍ଗାଙ୍କର କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସଫଳତା ଭରିଦେଉ—ମାଆଙ୍କ ନିକଟରେ ଏତିକି କାମନା।

ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ​କନ୍ୟାସନ୍ତାନମାନେ ଆମ ସମାଜର ଗୌରବ, ଭବିଷ୍ୟତର ଆଶା ଏବଂ ପ୍ରଗ...
11/10/2026

ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
​କନ୍ୟାସନ୍ତାନମାନେ ଆମ ସମାଜର ଗୌରବ, ଭବିଷ୍ୟତର ଆଶା ଏବଂ ପ୍ରଗତିର ପ୍ରତୀକ। ଶିକ୍ଷା, ସ୍ୱାଧୀନତା ଏବଂ ସମାନ ସୁଯୋଗ ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବା ଆମ ସମସ୍ତଙ୍କର ମୁଖ୍ୟ ଦାୟିତ୍ୱ।

ମହାନ ସମାଜ ସୁଧାରକ ତଥା ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ଅନ୍ତରର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।  ​ଗ୍ରାମାଞ୍ଚଳର ସଶକ୍ତିକ...
11/10/2026

ମହାନ ସମାଜ ସୁଧାରକ ତଥା ଭାରତରତ୍ନ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ଅନ୍ତରର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
​ଗ୍ରାମାଞ୍ଚଳର ସଶକ୍ତିକରଣ, ଆତ୍ମନିର୍ଭରଶୀଳତା ଏବଂ ଜନକଲ୍ଯାଣ କ୍ଷେତ୍ରରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରା ଏବଂ ନିଷ୍ଠାପର କାର୍ଯ୍ୟ ସର୍ବଦା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

ବିଶିଷ୍ଟ କବି ତଥା ଲେଖକ ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।  ​ଓଡ଼ିଆ ସାହିତ୍ୟ, କବିତା ଏବଂ ସାଂସ୍କୃତି...
11/10/2026

ବିଶିଷ୍ଟ କବି ତଥା ଲେଖକ ପଦ୍ମଶ୍ରୀ ଡ. ମାୟାଧର ମାନସିଂହଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।
​ଓଡ଼ିଆ ସାହିତ୍ୟ, କବିତା ଏବଂ ସାଂସ୍କୃତିକ ଜଗତକୁ ତାଙ୍କର ଅମୂଲ୍ୟ ଅବଦାନ ଏବଂ ସୃଜନଶୀଳତା ସର୍ବଦା ଅସ୍ମରଣୀୟ ହୋଇ ରହିବ। ତାଙ୍କର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ଓ ସାହିତ୍ୟ ସାଧନା ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ।

ଦେଶର ସର୍ବକନିଷ୍ଠ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଅମର ଶହିଦ ବାଜି ରାଉତଙ୍କ ବଳିଦାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି। ​ମାତ୍ର ୧୨ ବର୍ଷ ବୟସରେ ...
11/10/2026

ଦେଶର ସର୍ବକନିଷ୍ଠ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଅମର ଶହିଦ ବାଜି ରାଉତଙ୍କ ବଳିଦାନ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି।
​ମାତ୍ର ୧୨ ବର୍ଷ ବୟସରେ ଦେଶ ମାତୃକା ପାଇଁ ସେ ଯେଉଁ ଅଦମ୍ୟ ସାହସ, ଦେଶପ୍ରେମ ଏବଂ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଇଥିଲେ, ତାହା ସବୁଦିନ ପାଇଁ ଆମକୁ ପ୍ରେରଣା ଯୋଗାଉଥିବ। ତାଙ୍କର ଏହି ମହାନ ବଳିଦାନ ଅକ୍ଷୟ ଓ ଅମର ରହିବ।

Address

Bhadrak
Bhadrak

Alerts

Be the first to know and let us send you an email when Suryabanshi Suraj posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Suryabanshi Suraj:

Shortcuts

Share