Biju Janata Dal Brahmapur - BJD

Biju Janata Dal Brahmapur - BJD Biju Janata Dal (BJD),named after the legendary former Chief Minister late Shri Biju Patnaik. Founded in 12 Dec, 1997.

Biju janata Dal Brahmapur and Gopalpur will mainly focus on the Development of Brahmapur, Gopalpur & its people.

11/01/2025
18/12/2024
ଅସମୟର ବନ୍ଧୁ "ବିକ୍ରମ ପଣ୍ଡା"
07/12/2024

ଅସମୟର ବନ୍ଧୁ "ବିକ୍ରମ ପଣ୍ଡା"

କ୍ରାନ୍ତି, ବ୍ରହ୍ମପୁର ତରଫରୁ ଆୟୋଜିତ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ରେ ମାନ୍ୟବର ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଏବଂ ...
14/11/2024

କ୍ରାନ୍ତି, ବ୍ରହ୍ମପୁର ତରଫରୁ ଆୟୋଜିତ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ରେ ମାନ୍ୟବର ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଏବଂ ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |

ଗୋଶାଣୀନୁଆଗାଁ ରେ ଆୟୋଜିତ ବିଶ୍ୱ ଶାନ୍ତି ଚବିଶି ପ୍ରହରୀ ନାମ ଯଂଜ୍ଞ ରେ ମାନ୍ୟବର ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ମାନ୍ୟବର ପୂର୍ବ...
14/11/2024

ଗୋଶାଣୀନୁଆଗାଁ ରେ ଆୟୋଜିତ ବିଶ୍ୱ ଶାନ୍ତି ଚବିଶି ପ୍ରହରୀ ନାମ ଯଂଜ୍ଞ ରେ ମାନ୍ୟବର ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଓ ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଙ୍କ ଯୋଗଦାନ

ହାରିବା ଭୟ ଘାରିଛି, ବିଜୟ ସମ୍ଭାବନା ନଥିବା ସ୍ଥାନରେ ସରକାରଙ୍କ ଇଙ୍ଗିତରେ ନିର୍ବାଚନକୁ ରୋକାଯାଉଛି।ରାଜ୍ୟ ସରକାରଙ୍କ ଚାପରେ ନିର୍ବାଚନ ଅଧିକା...
13/11/2024

ହାରିବା ଭୟ ଘାରିଛି, ବିଜୟ ସମ୍ଭାବନା ନଥିବା ସ୍ଥାନରେ ସରକାରଙ୍କ ଇଙ୍ଗିତରେ ନିର୍ବାଚନକୁ ରୋକାଯାଉଛି।

ରାଜ୍ୟ ସରକାରଙ୍କ ଚାପରେ ନିର୍ବାଚନ ଅଧିକାରୀ ନିର୍ବାଚନ ସ୍ଥଳରେ ଅନୁପସ୍ଥିତ ରହୁଛନ୍ତି।

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ମଧ୍ୟ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେଉନି।

କୁକୁଡ଼ାଖଣ୍ଡିରେ ସମସ୍ତ ବିକାଶମୂଳକ କାମ ଠପ୍ ଓ ଲୋକେ ହନ୍ତସନ୍ତ ହେଉଥିବା ନେଇ ପ୍ରତିନିଧିମଣ୍ଡଳୀ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ତୁରନ୍ତ ନିର୍ବାଚନ କରିବାକୁ ଦାବି ଜଣାଇଛନ୍ତି।

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିରରେ ଆଜି ଭୋରରୁ ଚୋରି ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ...
06/11/2024

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିରରେ ଆଜି ଭୋରରୁ ଚୋରି ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡ଼ିର ଫେକ୍ଟ ଫାଇଣ୍ଡିଙ୍ଗ ଟିମ ମନ୍ଦିରରେ ପହଞ୍ଚିଛନ୍ତି । ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ଵରେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ଖଲ୍ଲିକୋଟର ପୂର୍ବତନ ବିଧାୟକ ସୂର୍ଯ୍ୟମଣି ବୈଦ୍ୟ ମାଁଙ୍କ ମନ୍ଦିରରେ ପହଞ୍ଚିଥିଲେ । ପ୍ରଥମେ ମା'ଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହାପରେ ମା'ଙ୍କ କଣ ସବୁ ଅଳଙ୍କାର ଚୋରି ହୋଇଛି ସେ ନେଇ ସେବାୟତଙ୍କୁ ପଚାରି ବୁଝିଥିଲେ । ପୂର୍ବ ସରକାର ସମୟରେ ମା'ଙ୍କ ମନ୍ଦିରର ଉନ୍ନତିକରଣ ହୋଇଥିଲା । ଭକ୍ତ ଠାରୁ ଆରମ୍ଭ କରି ସେବାୟତ ମାନଙ୍କ ପାଇଁ ପୂର୍ବ ସରକାର ଅନେକ ସୁବିଧା କରିଥିଲେ । କିନ୍ତୁ ବିଜେପି ସରକାର ଆସିବା ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡ଼ିଛି । ମାଙ୍କ ମନ୍ଦିରରେ ଆଲୋକିକରଣ ନଥିବା ବେଳେ ସିସିଟିଭି କ୍ୟାମେରା ମଧ୍ୟ କାମ କରୁନାହିଁ । ଏପରିକି ସୁରକ୍ଷା ବ୍ୟବସ୍ଥା ଢ଼ିଲା ଯୋଗୁଁ ଚୋର ମାନେ ସାହାସିକତାର ସହ ମା'ଙ୍କ ମନ୍ଦିରରେ ପ୍ରବେଶ କରି ଚୋରି କରିଛନ୍ତି । ତେଣୁ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛି ବିଜେଡ଼ି ଫେକ୍ଟ ଫାଇଣ୍ଡିଙ୍ଗ ଟିମ

ୱାର୍ଡ 19 ମୋଚି ସାହି ହାରି ଙ୍କ ଦ୍ଵାଦଶ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ |
30/10/2024

ୱାର୍ଡ 19 ମୋଚି ସାହି ହାରି ଙ୍କ ଦ୍ଵାଦଶ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ |

Address

Gajapati Nagar
Berhampur
760001

Opening Hours

Monday 9am - 10pm
Tuesday 9am - 10pm
Wednesday 9am - 10pm
Thursday 9am - 10pm
Friday 9am - 10pm
Saturday 9am - 10pm
Sunday 9am - 10pm

Telephone

+917077691091

Website

Alerts

Be the first to know and let us send you an email when Biju Janata Dal Brahmapur - BJD posts news and promotions. Your email address will not be used for any other purpose, and you can unsubscribe at any time.

Share