Chiteswar Behera BCJD

Call Contact the organization

Chiteswar Behera BCJD ମନରେ କିଛି ପାଇବାର ଆଶା ନରଖି ନିର୍ଶ୍ୱର୍ଥପର ଭାବରେ ଲୋକଙ୍କୁ ସେବା ଓ ସାହାଯ୍ୟ କରିବା ମୋର ଲକ୍ଷ୍ୟ,ଉଦ୍ଦେଶ୍ୟ।

27/09/2026

ହାତାହାତି ହେଲେ ବିଧାୟକ ବନାମ ଗ୍ରାମ ବାସୀ
ମୟୂରଭଞ୍ଜ ଉଦଳା ବିଧାୟକ BJP Odisha ଙ୍କୁ ଧକ୍କା ମାରିଲେ ତାଙ୍କ ନିର୍ବାଚନ ମଣ୍ଡଳୀ ଲୋକେ..?

26/09/2026

ବିଜେପି ବିଧାୟକ ଙ୍କୁ ଧକାମାରି ବିଧାନସଭା ରୁ ବାହାର କରିଲେ...
Bharatiya Janata Party (BJP) , BJP Jammu & Kashmir , Narendra Modi , Amit Shah

26/09/2026

‘ବଣ ବିଛୁଆତି’ ଆକାଉଣ୍ଟ ବିରୋଧରେ ଏତଲା; କ୍ୟାପିଟାଲ ଥାନା ଘେରାଉ କଲା Biju Janata Dal Odisha

Naveen Patnaik , Ipsh*taa Sahoo , CMO Odisha , Mohan Charan Majhi

25/09/2026

BJP ସାଂସଦମାନେ ପାଠ ପଢ଼ିବାର ଆବଶ୍ୟକତା ରହିଛି, ଇତିହାସ ଜାଣିବାର ମଧ୍ୟ ଆବଶ୍ୟକତା ରହିଛି।

ଓଡ଼ିଶାର Gen-Zଙ୍କ ଭବିଷ୍ୟତ ସହ ଜଡ଼ିତ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଯୁବପିଢ଼ିଙ୍କ ଶିକ୍ଷା, ନିଯୁକ୍ତି ଓ ସୁଯୋଗକୁ ନେଇ ଯେଉଁ ଚିନ୍ତା ରହିଛି, ତାହାର ହିସାବ ଦିଅନ୍ତୁ।

ରାଜନୀତି ହେଉ ତଥ୍ୟ, ଇତିହାସ ଓ ଦାୟିତ୍ୱବୋଧର ଆଧାରରେ—କାରଣ ଓଡ଼ିଶାର ଯୁବପିଢ଼ି ନିଜ ଭବିଷ୍ୟତକୁ ନେଇ ଉତ୍ତର ଚାହୁଁଛନ୍ତି।


Naveen Patnaik Biju Janata Dal Odisha Ipsh*taa Sahoo Mohan Charan Majhi CMO Odisha Bharatiya Janata Party (BJP) BJP Odisha Manmohan Samal

24/09/2026

କାନିରେ ଗଣ୍ଠି ପଡ଼ିଲା— Ipsh*taa Sahoo
ଏ କଦଳୀ ଗଛ ସରକାର ନଯିବା ପର୍ଯ୍ୟନ୍ତ,
ଓଡ଼ିଶାର ସ୍ୱାର୍ଥ ଓ ହକ୍ ପାଇଁ
BCJD ଓ BYJDର ଲଢ଼େଇ ଜାରି ରହିବ।

Biju Janata Dal Odisha Naveen Patnaik , Mohan Charan Majhi CMO Odisha Bharatiya Janata Party (BJP) BJP Odisha ବିଜୁ ଛାତ୍ର ଜନତା ଦଳ ଓଡ଼ିଶା

24/09/2026

କୁତାଁ କା କୁତ୍ତା
କୁତୁର କୁତୁରୁ କୁତୀ
ସୋସିଆଲ ମିଡିଆ ସଂଗୃହୀତ

23/09/2026

ମୂର୍ଖ ବସିବେ ମଞ୍ଚରେ...
ପଣ୍ଡିତ ମାରିବେ ତାଳି:- Ipsh*taa Sahoo ବିଜୁ ଛାତ୍ର ଜନତା ଦଳ ଓଡ଼ିଶା

22/09/2026

ପୋଲିସ ପ୍ରଶାସନ BJP Odisha ର ନା ଓଡ଼ିଶା ବାସୀ ଙ୍କର...?
ବିଧାୟକ ଙ୍କ ପୋଷ୍ଟକାର୍ଡ ହୋଡ଼ିଂ ଛଡ଼ାଇବାକୁ ଉଦ୍ୟମ କରୁଛି ପୋଲିସ ପ୍ରଶାସନ...!
CMO Odisha Mohan Charan Majhi

22/09/2026

ଐତ ଆରମ୍ଭ... ଦେଖ ଆଗକୁ ଆହୁରି ଦେବେ ଇସ୍ତଫା
ଯୁବମୋର୍ଚ୍ଚା ମଣ୍ଡଳ ସଭାପତିଙ୍କ ଇସ୍ତଫା BJP Odisha ପାଇଁ ଏହା କେବଳ ଗୋଟିଏ ଇସ୍ତଫା ନା ଭିତରର ଅସନ୍ତୋଷର ସଙ୍କେତ..?
CMO Odisha Manmohan Samal

Address

Betnoti
757001

Telephone

+918093219173

Website

Alerts

Be the first to know and let us send you an email when Chiteswar Behera BCJD posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Chiteswar Behera BCJD:

Shortcuts

Share