District Administration,Bargarh

District Administration,Bargarh Bargarh is a District on the Western border of Odishaa. Prior to 1992, it was a subdivision of Sambalpur district.

Bargarh District formed on the 1st April 1993 being devided from Sambalpur District.

୧୪୯ତମ ବରପାଲି ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ହେବାକୁଥିବା ତାରକାସୁର ଦରବାରର ଆଖଡା ଆରମ୍ଭ ହୋଇଛି।        CMO Odisha Information & Publi...
02/06/2026

୧୪୯ତମ ବରପାଲି ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ହେବାକୁଥିବା ତାରକାସୁର ଦରବାରର ଆଖଡା ଆରମ୍ଭ ହୋଇଛି।






CMO Odisha Information & Public Relations Department, Government of Odisha Odia Language Literature & Culture Department, Government of Odisha

01/06/2026
31/05/2026
ଆଜି ପଦ୍ମଶ୍ରୀ ଡ଼ ହଳଧର ନାଗଙ୍କ ବାସଭବନରୁ ବରଗଡ଼ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ସମସ୍ତ ବି.ଏଲ.ଓ  ମାନେ ...
30/05/2026

ଆଜି ପଦ୍ମଶ୍ରୀ ଡ଼ ହଳଧର ନାଗଙ୍କ ବାସଭବନରୁ ବରଗଡ଼ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ସମସ୍ତ ବି.ଏଲ.ଓ ମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ/ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବା ସହ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟରେ ଲୋକଙ୍କୁ ସଚେତନ କରିଛନ୍ତି।

ଏହି ଅବସରରେ ପଦ୍ମଶ୍ରୀ ଡ଼ ହଳଧର ନାଗ ସମସ୍ତ ବିଏଲଓ ମାନଙ୍କୁ ସହଯୋଗ କରିବା ସହ ସଠିକ୍ ତଥ୍ୟ ପ୍ରଦାନ କରି ଏକ ତ୍ରୁଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତିରେ ସହାଭାଗୀ ହେବା ପାଇଁ ସମସ୍ତ ଜନସାଧାରଣ ଅନୁରୋଧ ରଖିଛନ୍ତି ।





Ceoodisha Election Commission of India Information & Public Relations Department, Government of Odisha

29/05/2026

ଆସନ୍ତା କାଲି ଅର୍ଥାତ ମେ ମାସ ୩୦ ତାରିଖରୁ ଜୁନ୍ ୨୮ ପର୍ଯ୍ୟନ୍ତ ସମଗ୍ର ବରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ ଆଇ ଆର୍ କାର୍ଯ୍ୟକ୍ରମ ଚାଲିବ। ଏହି ସମୟରେ ବିଏଲଓ ମାନଙ୍କୁ ସହଯୋଗ କରିବା ସହ ସଠିକ୍ ତଥ୍ୟ ପ୍ରଦାନ କରି ଏକ ତ୍ରୁଟିଶୁନ୍ୟ ଭୋଟ ତାଲିକା ପ୍ରସ୍ତୁତିରେ ସହାଭାଗୀ ହେବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ ରଖିଛନ୍ତି ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ।

ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ଏକ ସଠିକ୍, ନିର୍ଭୁଲ ଏବଂ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରିବା 🗳️



Election Commission of India Ceoodisha Information & Public Relations Department, Government of Odisha

29/05/2026

BLOଙ୍କ ଘରେ ଘରେ ପହଞ୍ଚିବାର ପଦକ୍ଷେପ ଏବଂ ଆପଣଙ୍କ ଏକ ସକ୍ରିୟ ସହଯୋଗ ମିଶି ଗଢ଼ିବ ଏକ ଅଧିକ ସଠିକ୍, ନିର୍ଭୁଳ ଏବଂ ବିଶ୍ୱସନୀୟ ଭୋଟର ତାଲିକା। 🗳️

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) 2026 ସମୟରେ BLO ଆପଣଙ୍କ ଘରକୁ ଆସିଲେ, ଆବଶ୍ୟକ ସୂଚନା ପ୍ରଦାନ କରି ସହଯୋଗ କରନ୍ତୁ। ଆପଣଙ୍କ ଏହି ଛୋଟ ପଦକ୍ଷେପ ଗଣତନ୍ତ୍ରକୁ କରିବ ଆହୁରି ସଶକ୍ତ।

Address

Bargarh
768028

Alerts

Be the first to know and let us send you an email when District Administration,Bargarh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Administration,Bargarh:

Share