Subasini Jena Fan Club

Subasini Jena Fan Club Social Activist, Founder and Chief Editor of "Rebatee Magazine" and a active member of Literary and Cultural Society, Balasore.

ଜନସ୍ୱରକୁ ବିଧାନ ସଭାରେ ଦୃଢ଼ତାର ସହ ଉଠାଇଲେ ଆମ ମାନ୍ୟବର ବିଧାୟିକା ଚଳିତ ବିଧାନ ସଭା ଅଧିବେଶନରେ ଆମ ମାନ୍ୟବର ବିଧାୟିକା ଜନସାଧାରଣଙ୍କ ବିଭି...
25/02/2026

ଜନସ୍ୱରକୁ ବିଧାନ ସଭାରେ ଦୃଢ଼ତାର ସହ ଉଠାଇଲେ ଆମ ମାନ୍ୟବର ବିଧାୟିକା
ଚଳିତ ବିଧାନ ସଭା ଅଧିବେଶନରେ ଆମ ମାନ୍ୟବର ବିଧାୟିକା ଜନସାଧାରଣଙ୍କ ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଓ ଉନ୍ନତିମୂଳକ ପ୍ରସଙ୍ଗଗୁଡ଼ିକୁ ସଶକ୍ତ ଭାବରେ ଉଠାଇଥିଲେ।





ବସ୍ତା ଏବଂ ବାଲିଆପାଳ ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାନସଭାରେ ସ୍ୱର ଉଠାଇଲେ ଆମ ପ୍ରିୟ ବିଧାୟିକା ମାନ୍ୟବର ଶ୍ରୀମତୀ ସୁବାସିନୀ ଜେନା ମ...
12/12/2025

ବସ୍ତା ଏବଂ ବାଲିଆପାଳ ବ୍ଲକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଧାନସଭାରେ ସ୍ୱର ଉଠାଇଲେ ଆମ ପ୍ରିୟ ବିଧାୟିକା ମାନ୍ୟବର ଶ୍ରୀମତୀ ସୁବାସିନୀ ଜେନା ମହୋଦୟା।
ଓଡ଼ିଶାର ଏକ ନମ୍ବର ବିଧାୟିକା ଆମ ସୁବାସିନୀ ଅପା






Subasini Jena fan club
Subasini Jena

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା ତଥା ବିଜୁ ଜନତା ଦଳର ସଭାପତି ଆମ ସମସ୍ତଙ୍କର ପ୍ରାଣ ମାନ୍ୟବର ଶ୍ରୀଯୁକ୍ତ Naveen Patna...
19/06/2025

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା ତଥା ବିଜୁ ଜନତା ଦଳର ସଭାପତି ଆମ ସମସ୍ତଙ୍କର ପ୍ରାଣ ମାନ୍ୟବର ଶ୍ରୀଯୁକ୍ତ Naveen Patnaik ମହୋଦୟ ତାଙ୍କର ସର୍ଭାଇକାଲ ଆର୍ଥ୍ରାଇଟିସର ଚିକିତ୍ସା ପାଇଁ ଚଳିତ ମାସ ୨୦ ତାରିଖରେ ମୁମ୍ବାଇ ଗସ୍ତ କରୁଛନ୍ତି । ଓଡ଼ିଶାର ସାଢ଼େ ଚାରି କୋଟି ଜନତାଙ୍କର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁଆରୋଗ୍ୟ କାମନା କରିବା ସହିତ ତାଙ୍କର ଦୀର୍ଘାୟୁ ଜୀବନ କାମନା କରୁଛି।
ଜୟ ଜଗନ୍ନାଥ 🙏🏻
Subasini Jena
Gopanarayan Jena
Gopanarayana Jena



ଉତ୍କଳୀୟ ଝୋଟି ଦିବସ ଅବସରରେ ଆମ ଅପା ଯୋଗ ଦେଇଥିଲେ ❤️❤️🙏🏻🙏🏻🥰🥰
20/12/2024

ଉତ୍କଳୀୟ ଝୋଟି ଦିବସ ଅବସରରେ ଆମ ଅପା ଯୋଗ ଦେଇଥିଲେ ❤️❤️🙏🏻🙏🏻🥰🥰

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ କୃପାରୁ ଆପଣ ସବୁବେଳେ ସୁସ୍ଥ ଓ ନିରାମୟ ରୁହନ୍ତୁ ଏତିକି କାମନା ❤️🙏🏻🥰                  Subasini Je...
16/12/2024

ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ କୃପାରୁ ଆପଣ ସବୁବେଳେ ସୁସ୍ଥ ଓ ନିରାମୟ ରୁହନ୍ତୁ ଏତିକି କାମନା ❤️🙏🏻🥰



Subasini Jena

ଶୀତ ଅଧିବେଶନର ଅବ୍ୟବହିତ ପୂର୍ବରୁ, ଗତ କାଲି ଶଙ୍ଖ ଭବନରେ ଦଳର ସଭାପତି ତଥା ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ...
26/11/2024

ଶୀତ ଅଧିବେଶନର ଅବ୍ୟବହିତ ପୂର୍ବରୁ, ଗତ କାଲି ଶଙ୍ଖ ଭବନରେ ଦଳର ସଭାପତି ତଥା ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ ବିଧାୟିକା ସୁବାସନୀ ଅପା ।







ବାବା ଶ୍ରୀ ସତ୍ୟ ସାଇ ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ ❤️🙏🏻🥰
23/11/2024

ବାବା ଶ୍ରୀ ସତ୍ୟ ସାଇ ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ ❤️🙏🏻🥰

ଆଜି ବିଶ୍ୱ ଶୌଚାଳୟ ଦିବସ ଅବସରରେ, ବାଲେଶ୍ଵର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଜଳ ଓ ପରିମଳ ମିଶନ ଏବଂ ଜଳ ଜୀବନ ମିଶନ ଅଧୀନରେ ଆୟୋଜି...
19/11/2024

ଆଜି ବିଶ୍ୱ ଶୌଚାଳୟ ଦିବସ ଅବସରରେ, ବାଲେଶ୍ଵର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଜଳ ଓ ପରିମଳ ମିଶନ ଏବଂ ଜଳ ଜୀବନ ମିଶନ ଅଧୀନରେ ଆୟୋଜିତ ପରିମଳ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ ମାନ୍ୟବର ବସ୍ତା ବିଧାୟିକା ସୁବାସନୀ ଜେନା ମହୋଦୟା।






ଚାଷୀ ଭାଈ ଭଉଣୀ ମାନଙ୍କର କଷ୍ଟର ମୂଲ୍ୟ ପାଇଁ ଜିଲ୍ଲାପାଳଙ୍କ ସହ ଏକ ବିଶେଷ ବୈଠକରେ ଯୋଗ ଦେଇଥିଲେ ଆମ ବିଧାୟିକା।❤️🙏🏻🥰
14/11/2024

ଚାଷୀ ଭାଈ ଭଉଣୀ ମାନଙ୍କର କଷ୍ଟର ମୂଲ୍ୟ ପାଇଁ ଜିଲ୍ଲାପାଳଙ୍କ ସହ ଏକ ବିଶେଷ ବୈଠକରେ ଯୋଗ ଦେଇଥିଲେ ଆମ ବିଧାୟିକା।❤️🙏🏻🥰





କୁନି କୁନି ପିଲାଙ୍କର ଆଶିଷ ପ୍ରେରଣା ର ଉତ୍ସ ଆମ ପ୍ରିୟ ବିଧାୟିକା ସୁବାସିନୀ ଅପା ❤️
13/11/2024

କୁନି କୁନି ପିଲାଙ୍କର ଆଶିଷ ପ୍ରେରଣା ର ଉତ୍ସ ଆମ ପ୍ରିୟ ବିଧାୟିକା ସୁବାସିନୀ ଅପା ❤️





Address

Baliapal

Alerts

Be the first to know and let us send you an email when Subasini Jena Fan Club posts news and promotions. Your email address will not be used for any other purpose, and you can unsubscribe at any time.

Share

Category