Abhijit Biswal-Nishi

Abhijit Biswal-Nishi Contact information, map and directions, contact form, opening hours, services, ratings, photos, videos and announcements from Abhijit Biswal-Nishi, Balasore.

ଏହି ନବବର୍ଷରେ ତୁମକୁ ଏବଂ ତୁମର ପରିବାରଙ୍କର ସବୁ ମନୋକମାନ ପୂରଣ ହେବା ସହିତ ବର୍ଷଟି ଆପଣଙ୍କ ପାଇଁ ଶୁଭଦାୟକ ତଥା ମଙ୍ଗଳମୟ ହେଉ l ଦୁନିଆର ସବ...
31/12/2022

ଏହି ନବବର୍ଷରେ ତୁମକୁ ଏବଂ ତୁମର ପରିବାରଙ୍କର ସବୁ ମନୋକମାନ ପୂରଣ ହେବା ସହିତ ବର୍ଷଟି ଆପଣଙ୍କ ପାଇଁ ଶୁଭଦାୟକ ତଥା ମଙ୍ଗଳମୟ ହେଉ l ଦୁନିଆର ସବୁ ଖୁସି ଆପଣଙ୍କର ପାଦତଳେ ଓଜାଡ଼ି ହୋଇଯାଉ l ପ୍ରଭୁ ଜଗନ୍ନାଥ ଆପଣଙ୍କର ଚଲାପଥ କୁସୁମିତ କରନ୍ତୁ l ନୂତନ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ l (2023)

ରକ୍ତଦାନ ମହା ପୂଣ୍ୟ...ବାଲେଶ୍ବର ସହରର ଷ୍ଟେସନ୍ କ୍ଲବ୍ ଠାରେ Kalpasa Ankita SHAW ''କଳ୍ପାସା ଅଙ୍କିତା ସ ଫାଉଣ୍ଡେସନ୍'' ତରଫରୁ ଆୟୋଜିତ ର...
10/09/2022

ରକ୍ତଦାନ ମହା ପୂଣ୍ୟ...
ବାଲେଶ୍ବର ସହରର ଷ୍ଟେସନ୍ କ୍ଲବ୍ ଠାରେ Kalpasa Ankita SHAW ''କଳ୍ପାସା ଅଙ୍କିତା ସ ଫାଉଣ୍ଡେସନ୍'' ତରଫରୁ ଆୟୋଜିତ ରକ୍ତଦାନ ଶିବରରେ ଆମ ସମସ୍ତଙ୍କର ପ୍ରିୟ ନାରୀ ନେତ୍ରୀ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ Subasini Jena ସୁବାସିନୀ ଜେନା ମେଡମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ଅବସରରେ |

09/06/2022
We handed over a memorandum to   Himanshu Kumar Lal (IPS)  Sir regarding increasing cases of crime which includes snatch...
07/06/2022

We handed over a memorandum to Himanshu Kumar Lal (IPS) Sir regarding increasing cases of crime which includes snatching of Mobile Phone, Money and Gold chain mainly at F.M College chack and Shanti Niketan Area. A discussion was held about the law and order of whole Balasore District.

The memorandum demands :
1. Installation of CCTV again( previously it was there but God knows why they took it away in name of maintenance which is need of the hour).
2. Speed breakers.
3. To use the police beat house inside commerce block that was made with lakhs of money and after many strikes by college students but now turning into a ghost house.
4. To bring Entire FM College area under one police station. Currently the compound falls under two police station i.e SahadevKhunta police station and Town police station.

has promised to nab the culprits within 2 weeks. If not we will start a mass movement to stop 🛑 crime in balasore.

ଆଧାର କାର୍ଡ ସେବା ପାଇବା ଏବେ ଅତ୍ୟନ୍ତ ସୁବିଧାଜନକ ଏବଂ ସରଳ ଅଟେ। ଆଧାର ପାଇଁ ସମସ୍ତ ଦେୟ UIDAI ଦ୍ବାରା ନିର୍ଦ୍ଧାରିତ ଅଟେ। ବିଭିନ୍ନ ସେବା ...
06/03/2022

ଆଧାର କାର୍ଡ ସେବା ପାଇବା ଏବେ ଅତ୍ୟନ୍ତ ସୁବିଧାଜନକ ଏବଂ ସରଳ ଅଟେ। ଆଧାର ପାଇଁ ସମସ୍ତ ଦେୟ UIDAI ଦ୍ବାରା ନିର୍ଦ୍ଧାରିତ ଅଟେ। ବିଭିନ୍ନ ସେବା ପାଇଁ ନିମ୍ନରେ ଦିଆଯାଇଥିବା ନିର୍ଦ୍ଧାରିତ ଦେୟଗୁଡିକ ଜାଣନ୍ତୁ। ଅଧିକ ତଥ୍ଯ ପାଇଁ ଦେୟମୁକ୍ତ ନମ୍ବର ୧୯୪୭ ଅଥବା ସଂଯୋଗ ହେଲ୍ପ ଲାଇନ୍ ନମ୍ବର: ୧୫୫୩୩୫ରେ ଯୋଗାଯୋଗ କରନ୍ତୁ।

27/01/2022
23/01/2022
💚ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।  2022💚
01/01/2022

💚ସମସ୍ତଙ୍କୁ ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।
2022💚

୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୨୫, ୨୬, ୨୭ ଓ ୨୮ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠ...
23/10/2021

୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୨୫, ୨୬, ୨୭ ଓ ୨୮ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ।ଏହା ପାଇଁ ଅନଲାଇନ ରେ ଆସନ୍ତା ଅକ୍ଟୋବର ୨୪ ତାରିଖ ଅପରାହ୍ନ ୪ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ।
ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ।

୧୮ ରୁ ଉର୍ଦ୍ଧ୍ବ ସମସ୍ତ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ on-spot ଟୀକାକରଣ ଅକ୍ଟୋବର ୨୫, ୨୬ ଓ ୨୭ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର...
23/10/2021

୧୮ ରୁ ଉର୍ଦ୍ଧ୍ବ ସମସ୍ତ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ on-spot ଟୀକାକରଣ ଅକ୍ଟୋବର ୨୫, ୨୬ ଓ ୨୭ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ।
ଏହା ପାଇଁ ଅନଲାଇନ ରେ ସ୍ଲଟ ବୂକିଙ୍ଗ କରିବା ଆବଶ୍ୟକ ନୁହେଁ। ଦୟାକରି ଗହଳି କରନ୍ତୁ ନାହିଁ। ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ।

୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୧୪ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ।ଏହା ପା...
12/10/2021

୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ ଟୀକାକରଣ ଅକ୍ଟୋବର ୧୪ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ।

ଏହା ପାଇଁ ଅନଲାଇନ ରେ ଆସନ୍ତାକାଲି ଅକ୍ଟୋବର ୧୩ ତାରିଖ ଅପରାହ୍ନ ୪ ଘଟିକା ସମୟ ରେ COWIN ପୋର୍ଟାଲ ରେ ସ୍ଲଟ ବୂକିଙ୍ଗ କରାଯିବ।

୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ on-spot ଟୀକାକରଣ ଅକ୍ଟୋବର ୧୪ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେ...
12/10/2021

୪୫ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କ ୧ମ ଓ ୨ୟ ଡୋଜ on-spot ଟୀକାକରଣ ଅକ୍ଟୋବର ୧୪ ତାରିଖ ରେ ନିମ୍ନ ଲିଖିତ ଟୀକାକରଣ କେନ୍ଦ୍ର ରେ ଅନୁଷ୍ଠିତ ହେବ।
ଏହା ପାଇଁ ଅନଲାଇନ ରେ ସ୍ଲଟ ବୂକିଙ୍ଗ କରିବା ଆବଶ୍ୟକ ନୁହେଁ।
ଦୟାକରି ଗହଳି କରନ୍ତୁ ନାହିଁ।
ସବୁ ସମୟରେ କୋଭିଡ଼ କଟକଣା ମାନି ଚଳନ୍ତୁ।

Address

Balasore

Telephone

+917008664830

Website

Alerts

Be the first to know and let us send you an email when Abhijit Biswal-Nishi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Abhijit Biswal-Nishi:

Share