Larambha ଲରମ୍ଭା

  • Home
  • Larambha ଲରମ୍ଭା

Larambha ଲରମ୍ଭା Larambha is a village situated in Bargarh district of Odisha,India.This village is famous for its educational institutions & natural beauty.

Larambha is a village situated in Bargarh district of Odisha,India.This village is famous for its educational institutions.It is one of the developed village in the whole Bargarh district.Larambha College and Larambha High School is the two famous jewels of this village.Late Braja mohan Panda is the founder of these institutions.

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷାରେ ଅତାବିରା ବ୍ଲକ ଟପ୍ପର ହେଲେ ଅମସ୍ତଲା ଗାଁ ର ହର୍ଷଦ କମ୍ପ (ହରଜିତ କମ୍ପ ଓ କୁମୋଦିନୀ କମ୍ପ ଙ୍କ ...
31/03/2026

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷାରେ ଅତାବିରା ବ୍ଲକ ଟପ୍ପର ହେଲେ ଅମସ୍ତଲା ଗାଁ ର ହର୍ଷଦ କମ୍ପ (ହରଜିତ କମ୍ପ ଓ କୁମୋଦିନୀ କମ୍ପ ଙ୍କ ପୁତ୍ର ) (ହୋଲି ହାର୍ଟ ସ୍କୁଲ ଅତାବିରା) ଛୁଟୁଛି ଶୁଭେଚ୍ଛାର ସୁଅ, ଶିକ୍ଷାବିତ ମହଲରେ ଆନନ୍ଦର ଲହରୀ।💐💐

କେନ ଜାଗା ଇଟା?
15/01/2026

କେନ ଜାଗା ଇଟା?

02/01/2026
15th Edition of Dreams Super League Cricket Tournament 2026...
02/01/2026

15th Edition of Dreams Super League Cricket Tournament 2026...

ଓ଼ମଂ ଶାନ୍ତି 💐🙏
15/12/2025

ଓ଼ମଂ ଶାନ୍ତି 💐🙏

30/11/2025

Winter with Cold Coffee at Larambha Chowk.

ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଏବେ ଲରମ୍ଭାରେ ଉପଲବ୍ଧ...ମା ମେଟାକନି ମନ୍ଦିର ସାମ୍ନା ରେ ଦୋକାନ ଅଛି....
29/11/2025

ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଏବେ ଲରମ୍ଭାରେ ଉପଲବ୍ଧ...ମା ମେଟାକନି ମନ୍ଦିର ସାମ୍ନା ରେ ଦୋକାନ ଅଛି....

*CONGRATULATIONS* 💐💐ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଲରମ୍ଭା ଗାଁର ରାଧାକାନ୍ତ ସୁନା ଓଡ଼ିଶା ରାଜ୍ୟ ପାରା ସନ୍ତରଣ ଚାମ୍ପିୟନସିପ ୨୦୨୫-୨୬ରେ ...
10/11/2025

*CONGRATULATIONS* 💐💐
ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଲରମ୍ଭା ଗାଁର ରାଧାକାନ୍ତ ସୁନା ଓଡ଼ିଶା ରାଜ୍ୟ ପାରା ସନ୍ତରଣ ଚାମ୍ପିୟନସିପ ୨୦୨୫-୨୬ରେ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି...

ଲରମ୍ଭା,ବରଗଡ଼ ଜିଲ୍ଲା ପାଇଁ ଗର୍ବର କଥା..

08/11/2025

Srabana Fast Food Center...

Address


768102

Website

Alerts

Be the first to know and let us send you an email when Larambha ଲରମ୍ଭା posts news and promotions. Your email address will not be used for any other purpose, and you can unsubscribe at any time.

  • Want your organization to be the top-listed Government Service?

Share