Yuva Shakti Bahini

Yuva Shakti Bahini Youth Development

ଆଜି ସକାଳୁ ଏକା ସାଙ୍ଗରେ ତିନି ଟି ଗୋମାତା ମୃତ୍ୟୁ ଖବର ପାଇବା ପରେ ଯୁବ ଶକ୍ତି ର ସଦସ୍ୟ ମାନେ ପହଞ୍ଚି, ଟ୍ରାକ୍ଟର ମାଧ୍ୟମ ରେ ମୃତ୍ୟୁ ଗୋମାତ...
17/02/2024

ଆଜି ସକାଳୁ ଏକା ସାଙ୍ଗରେ ତିନି ଟି ଗୋମାତା ମୃତ୍ୟୁ ଖବର ପାଇବା ପରେ ଯୁବ ଶକ୍ତି ର ସଦସ୍ୟ ମାନେ ପହଞ୍ଚି, ଟ୍ରାକ୍ଟର ମାଧ୍ୟମ ରେ ମୃତ୍ୟୁ ଗୋମାତା ଙ୍କ ଅନ୍ତିମ ସତ୍କାର କରିଛନ୍ତି... ସମସ୍ତ ସଦସ୍ୟ ମାନଙ୍କୁ ଏହି ମହାନ କାର୍ଯ୍ୟ ରେ ସହଯୋଗ କରିଥିବାରୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ 🙏🙏🙏

ଅନୁଗୋଳ ଜିଲ୍ଲା ର ରାଣୀଗୋଡା ଠାରେ ଗୋଟେ ବାଛୁରୀ ଆହତ ଅବସ୍ଥା ରେ ପଡ଼ିଥିବା ଦେଖି ଯୁବ ଶକ୍ତି ବାହିନୀ ସଂଗଠନ ତରଫରୁ ଡାକ୍ତର ଙ୍କ ସହାୟତା ରେ ...
22/10/2023

ଅନୁଗୋଳ ଜିଲ୍ଲା ର ରାଣୀଗୋଡା ଠାରେ ଗୋଟେ ବାଛୁରୀ ଆହତ ଅବସ୍ଥା ରେ ପଡ଼ିଥିବା ଦେଖି ଯୁବ ଶକ୍ତି ବାହିନୀ ସଂଗଠନ ତରଫରୁ ଡାକ୍ତର ଙ୍କ ସହାୟତା ରେ ବାଛୁରୀ ଟିକୁ ଚିକିତ୍ସା କରାଗଲା

ରଘୁନାଥପୁର ଗ୍ରାମରେ "ଯୁବଶକ୍ତି ବାହିନୀ"ସଙ୍ଗଠନ ତରଫ ରୁ ଆୟୋଜିତ ହୋଇଥିବା ଆଜିର ରକ୍ତଦାନ ଶିବିର ରେ ସର୍ବମୋଟ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯା...
01/10/2023

ରଘୁନାଥପୁର ଗ୍ରାମରେ "ଯୁବଶକ୍ତି ବାହିନୀ"ସଙ୍ଗଠନ ତରଫ ରୁ ଆୟୋଜିତ ହୋଇଥିବା ଆଜିର ରକ୍ତଦାନ ଶିବିର ରେ ସର୍ବମୋଟ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି.
ଏହି ରକ୍ତଦାନ ଶିବିର କୁ ସଫଲ୍ୟ ମଣ୍ଡିତ କରିଥିବା ସମସ୍ତ ରକ୍ତଦାତା , SDH Talcher ର କର୍ମଚାରୀ ଏବଂ ସାହାଯ୍ୟକାରୀ ତଥା ଅତିଥି ବିଶିଷ୍ଟ ସମାଜ ସେବି ପର୍ଶୁରାମ ଦାଶ ମହୋଦୟ ଙ୍କୁ "ଯୁବଶକ୍ତି ବାହିନୀ" ପରିବାର ତରଫରୁ ହୃଦୟରୁ ଧନ୍ୟବାଦ. 🙏❤️

ଆପଣଙ୍କ ଏହି ରକ୍ତଦାନ ଆଉ କାହାର ଜୀବନ ବଞ୍ଚାଇବାରେ ସହାୟକ ହେବ.❤️Save a Life Give Blood ❤

30/09/2023
ସୁସୁଡା ସ୍ଥିତ ବାଜିରାଉତ ଛାତ୍ରାବାସରେ ଯୁବଶକ୍ତି ବାହିନୀ ତରଫରୁ ସ୍ବାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ
16/08/2023

ସୁସୁଡା ସ୍ଥିତ ବାଜିରାଉତ ଛାତ୍ରାବାସରେ ଯୁବଶକ୍ତି ବାହିନୀ ତରଫରୁ ସ୍ବାଧୀନତା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ

16/08/2023

ଜୟ ଜଗନ୍ନାଥ 🙏🙏🙏

Address

Angul
Angul

Telephone

+918249071099

Website

Alerts

Be the first to know and let us send you an email when Yuva Shakti Bahini posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Yuva Shakti Bahini:

Share

Category