03/05/2025
ଆମ ଗ୍ରାମର ଛାତ୍ରୀ
*ଲିଜା ଜେନା*
(ତପନ କୁମାର ଜେନା ଙ୍କ ଝିଅ)
2025 ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ 560 ମାର୍କ (93.33%) ରଖି ପୋଲସରା ବ୍ଲକ୍ ରେ ପ୍ରଥମ ସ୍ଥାନ ହାସଲ କରିଛି।
ଏହା ଆମ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ, କଳମ୍ବ ତଥା ଆମ ଜେନାପୁର ଗ୍ରାମ ପାଇଁ ଏକ ଗୌରବ ର ବିଷୟ ।
ଲିଜା ଜେନା ଙ୍କ ଉଜ୍ଜ୍ବଳ ଭବିଷ୍ୟତ ପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରୁଛୁ ।